ସ୍ମାର୍ଟ ସିଟିରେ ୨୫ କୋଟିର ୩ ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ୱର: ସ୍ମାର୍ଟ ସିଟିର ତିନିଟି ପ୍ରକଳ୍ପକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହାସହ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଭୁବନେଶ୍ୱରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ଘୋଷଣା ହେବା ପରେ ଏହା ସବୁଠୁ ବଡ଼ ଉଦ୍‌ଘାଟନୀ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ପ୍ରାୟ ୨୫କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ କରିବାକୁ ଥିବା ବେଳେ ଏଥିରେ ସାରା ସହରରେ ଲାଗିଥିବା ଆଡାପ୍ଟିଭ୍‌ ଟ୍ରାଫିକ ସିଗନାଲ୍‌ ସିଷ୍ଟମ୍‌, ବିଏମ୍‌ସି-ଭବାନି ମଲ୍‌ରେ ନିର୍ମାଣ … Continue reading ସ୍ମାର୍ଟ ସିଟିରେ ୨୫ କୋଟିର ୩ ପ୍ରକଳ୍ପ ଲୋକାର୍ପିତ